୫ ଜଣ ବ୍ରାଉନ ସୁଗାର ବେପାରୀ ଗିରଫ

16

Get real time updates directly on you device, subscribe now.

ଜଳେଶ୍ଵର ( ସଂଘର୍ଷ ମିଡିଆ ) : ଜଳେଶ୍ଵରରୁ ବ୍ରାଉନ ସୁଗାର କିଙ୍ଗପିନ ମୁନ୍ନା ଏବଂ ସାଜନ ସହ ୩ସହଯୋଗୀଙ୍କୁ ଉଠାଇନେଲା ପୁରୀ ପୋଲିସର ସ୍ୱତନ୍ତ୍ର ଟିମ । ସୂଚନା ମୁତାବକ ପୂର୍ବରୁ ପୁରୀ ପୋଲିସ ଦ୍ୱାରା ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଏମାନଙ୍କ ନାମ ପ୍ରକାଶ କରିଥିଲେ । ତେବେ ପୁରୀ ପୋଲିସ ର ୨୦ ଜଣିଆ ଟିମ ସହ ଜଳେଶ୍ଵର ପୋଲିସ ମିଳିତ ଭାବେ ଚଢ଼ାଉ କରି ଆଜି ଭୋରୁ ଆସି ୫ ଜଣଙ୍କୁ ଉଠେଇ ନେଇଛି । ତେବେ ଜଳେଶ୍ଵର ରାଜପୁର ଅଞ୍ଚଳରେ କିଙ୍ଗ-ପିଙ୍ଗ ଛୋଟା ସାଜନଙ୍କ ସହ ଦୁଇ ସହଯୋଗୀ ଗିରଫ କରିବା ସହ କିଙ୍ଗ-ପିଙ୍ଗ ମୁନା ସହ ଜଣେ ସହଯୋଗୀ ଉଠେଇ ନେଇଛି ପୁରୀ ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More