ସାମ୍ନାକୁ ଆସିଲା ନୂଆ ତଥ୍ୟ , ୭ ଦିନରେ ସୁଶାନ୍ତଙ୍କୁ ୧୩୭ ଥର ଫୋନ କରିଥିଲେ ରିୟା ଚକ୍ରବର୍ତୀ

9

Get real time updates directly on you device, subscribe now.

ମୁମ୍ବାଇ ( ଏଜେନ୍ସି ) :  ସୁଶାନ୍ତ ସିଂହ ରାଜପୁର ମୃତ୍ୟୁ ମାମଲାରେ ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ନେଇ ଦିନକୁ ଦିନ ଆସୁଛି ନୂଆନୂଆ ଖବର । ଏବେ ତାଙ୍କର ଟେଲିଫୋନ କଲ୍ ଡ଼ିଟେଲ୍ସ ଯାଞ୍ଚ ବେଳେ ଆଉ କିଛି ଚମକପ୍ରଦ ସୂଚନା ମିଳିଛି । ୮ ଜୁନରୁ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ ଜୁନ୍ ୧୪ ତାରିଖ ମଧ୍ୟରେ ରିୟା ସୁଶାନ୍ତଙ୍କୁ ୧୩୭ଥର ଫୋନ୍ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More