ମୟୁରଭଞ୍ଜ ( ସଂଘର୍ଷ ମିଡିଆ ) : ବେଳେବେଳେ ସାମାନ୍ୟ ସ୍ୱାର୍ଥ ତଥା ନିଶା ପାଇଁ ଭାଇ ଭାଇର ବଇରୀ ସାଜିଥାଏ। ହିତାହିତ ଜ୍ଞାନ ଭୁଲି ସମ୍ପତ୍ତି ପାଇଁ ମୁକ ଭାଇକୁ ମାରିବାକୁ ମଧ୍ୟ ପଛାଇ ନାହିଁ। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ହୁଡିସାହି ଗ୍ରାମରେ ।