ସଡକ ଦୁର୍ଘଟଣାରେ ୪ଜଣ ଆହତ,ପିକପଭ୍ୟାନ ଡ୍ରାଇଭର ଅଟକ

9

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା (ପଟନାୟକ ରୋଡ ) ଠାରେ ଗତକାଲି ସନ୍ଧ୍ୟା ରେ ଗୋଟିଏ ଗ୍ଲାମର ବାଇକି( ଓଡି ୦୨ ଏଜି ୯୨୪୮) ଓ ଗୋଟିଏ ସ୍କୁଟି (ଓଡି ୦୫ ଏ୫ ୧୮୭୫) ଏବଂ ଗୋଟିଏ ପିକପ୍ ଭ୍ୟାନ୍ (ଓଆର ୦୫ ଏଟି ୪୪୧୨)ମଧ୍ୟ ଧକ୍କା ହୋଇଛି | ଏଠାରେ ସୁଚନା ଯୋଗ୍ୟ କି ଉଭୟ ନିଜ ନିଜର ଭାରସ୍ୟାମ ହରାଇବାରୁ ଏହି ଦୁଃର୍ଘଟଣା ଘଟିଛି | ଏହି ଦୁଃର୍ଘଟଣାରେ ୪ଜଣ ବ୍ୟକ୍ତି ଗୁରୁତର ହୋଇ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଚିକିତ୍ସା ହେଉଛନ୍ତି |ଏ ପର୍ଯ୍ୟନ୍ତ କାହାରି ପରିଚୟ ଜଣାପଡିନାହିଁ | ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ୍ ପହଞ୍ଚି ସମସ୍ତ ଦୁଃର୍ଘଟଣା ଗ୍ରସ୍ତ ଯାନ ସହ ,ପିକଅପ୍ ଭ୍ୟାନ୍ ଡ୍ରାଇଭଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛନ୍ତି | ନିଶ୍ଚିନ୍ତକୋଇଲିରୁ ସୌମ୍ୟରଂଜନ ଓଝା ଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More