ସଂଘର୍ଷ ନିଉଜର ପ୍ରଭାବ, ମରାମତି ହୋଲେ ଝାରପଡା ସେତୁ

13

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତଗତ ୨୨ମୌଜା ଝାରପଡା ବ୍ରିଜ୍ ଦୀର୍ଘ ଦେଢ଼ ବର୍ଷ ହେବ କଣ୍ଡିଆ ଖାବରା ଓ ଜଏଣ୍ଟ ସ୍ପାନ୍ ରୁ ସିମେଣ୍ଟ ଗୋଡି ରଡ଼ ଦେଖାଯାଉଥିଲା। ହେଲେ ସଙ୍ଘର୍ଷ ନିଉଜ୍ ରେ ପ୍ରସାରଣ ପରେ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ବ୍ରିଜ୍ ର କାମ ଆରମ୍ଭ କରିଥିଲେ। ହେଲେ ୯ଟି ଜଏଣ୍ଟ ସ୍ପାନ୍ ଖରାପ ହୋଇଥିବାରୁ ୨ଟି ଜଏଣ୍ଟ ସ୍ପାନ୍ ମରାମତି କରାଯାଇଛି। ଆର୍ ଆଣ୍ଡେ ବି ବିଭାଗୀୟ ଉଚ୍ଚ ଅଧିକାରୀ ଶ୍ରୀ ପ୍ରଧାନ ଙ୍କୁ ପଚାରିବାରୁ ସେ କହିଲେ ୨ ଜଏଣ୍ଟ ସ୍ପାନ୍ ଅଧିକ ଖରାପ ହୋଇଥିବାରୁ ଆଗ ମରାମତି କରାଯାଇଛି। ଆଉ ୭ଟି ଜଏଣ୍ଟ ସ୍ପାନ୍ ୨୦ରୁ୨୫ ଦିନ ପରେ ମରାମତି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଖୁବ୍ ଶୀଘ୍ର ଆଉ ୭ଟି ଜଏଣ୍ଟ ସ୍ପାନ୍ ମରାମତି କରାଯାଉ ବୋଲି ଝାରପଡା ଓ ଅଲିପଡା ଗ୍ରାମବାସୀ ମାନେ ଦାବି କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More