ଶବ ଉଦ୍ଧାର , ହତ୍ୟା ସନ୍ଦେହ

16

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକର ଯୋଡୁମୁଁ ଫାଣ୍ଡି ଅର୍ନ୍ତର୍ଗତ ରେଗେଡା ଗ୍ରାମର ଗୋଲକ ବେହେରାଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି।ସୂଚନାରୁ ପ୍ରକାଶ ଯେ ଗଲା ରବିବାର ଦିନ ସନ୍ଧ୍ୟା ବେଳେ ଗୋଲକ ବେହେରା ସୋଇଥିବା ସମୟରେ ଦୁଇଜଣ ତାଙ୍କୁ ଘରୁ ଡାକିନେଇଥିଲେ । ସେହି ସମୟରୁ ତାଙ୍କର ଆଉ ପତା ମିଳିନଥିଲା । ଗତ ସୋମବାର ଦିନ ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ ଜଙ୍ଗଲକୁ ବୁଲି ଯାଉଥିଲା ବେଳେ କଟରଙ୍ଗସ୍ଥିତ ରାଣୀବନ୍ଦ ପୋଖରୀରେ ଶବଟି ଭାସୁଥିବାର ଦେଖିଲେ । ମାତ୍ର ପୁରୁଣାକୋଟ ଥାନାକୁ ଖବର ଦେଇଥିଲେ। ମଙ୍ଗଳବାର ଦିନ ଗ୍ରାମର ସରପଞ୍ଚ ସନ୍ତୋଷ ବେହେରା ଓ ଫାଣ୍ଡି ଅଧିକାରୀଙ୍କ ସହ କିଛି ଲୋକଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ସେପଟେ ପୁରୁଣା କୋଟ ଥାନା ଅଧିକାରୀ ଆସି ଶବକୁ ଉଦ୍ଧାର କରି ଅନୁଗୁଳୁକୁ ଶବ ବ୍ୟବଛେଡ ପାଇଁ ପଠାଇ ଥିଲେ। ଏ ଖବର ଶୁଣି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟ୍ୟ ରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More