ଲକ ଡାଉନ ଚତୁର୍ଥ ପର୍ଯ୍ୟାୟ : କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ ଖୋଲିଲା କଳିଙ୍ଗ ଷ୍ଟାଡିୟମ୍‌

16

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ଲକ ଡାଉନର ଚତୁର୍ଥ ପର୍ଯ୍ୟାୟ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କିଛି କୋହଳ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କ୍ରିଡାବିତ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଇପାରିବେ । କ୍ରୀଡ଼ାବିତ୍‌ମାନେ ପ୍ରଶିକ୍ଷଣ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମୁହଁରେ ମାସ୍କ ପିନ୍ଧିବା, ହାତ ସଫା କରିବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ରୀଡ଼ାବିତ୍‌ମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଆଜିଠାରୁ ଖୋଲା ଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More