ରେକର୍ଡ଼ କଲା ସୁଶାନ୍ତଙ୍କ ଶେଷ ଫିଲ୍ମ‘ଦିଲ୍‍ ବେଚାରା’ର ଟ୍ରେଲର

9

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ବିଶ୍ୱ ରେକର୍ଡ଼ କରିଛି ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍‍ ବେଚାରା’ର ଟ୍ରେଲର। ୬ ଜୁଲାଇରେ ରିଲିଜ୍‍ ହୋଇଥିବା ଏହି ଟ୍ରେଲରକୁ ୟୁଟ୍ୟୁବରେ ସର୍ବାଧିକ ଲାଇକ୍‍ ସହ ସର୍ବାଧିକ ଭିୟୁଜ୍‍ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୨୨ ମିଲିୟନରୁ ଅଧିକ ଭିୟୁଜ୍‍ ସାଉଁଟି ଏହା ବିଶ୍ୱ ରେକର୍ଡ଼ କରିଛି। ଏହାସହିତ ରିଲିଜ୍‍ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ଏହା ୫ ମିଲିୟନ ଭିୟୁଜ୍‍ ଅତିକ୍ରମ କରିଥିଲା। ଏହା ଦର୍ଶକଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଥିବା ଟ୍ରେଲର ପାଲଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More