ରାଜ୍ୟରେ ଓଏସଆରଟିସି ବସ ଚଳାଚଳ ସ୍ୱଭାବିକ

10

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) ) : ରାଜ୍ୟରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି ) ବସ ଚଳାଚଳ ସ୍ୱଭାବିକ ହୋଇଛି। ରାଜଧାନୀରୁ ୨୨ଟି ସହରକୁ ବସ୍ ଚଳାଚଳ କରୁଥିବା ନେଇ ଜଣାପଡ଼ିଛି। ପ୍ରାର୍ଥମିକ ପର୍ଯ୍ୟାୟରେ ୬୬ଟି ରୁଟିରେ ବସ ଚାଲୁଛି । ବସ ଗୁଡ଼ିକୁ ସାନିଟାଇଜ କରିବା ସହ ଯାତ୍ରୀମାନେ ନିଜ ସହ ସାଇଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ସିଟ ଅନୁଯାୟୀ କେବଳ ଯାତ୍ରୀ ବସରେ ଯାତ୍ରା କରିବା ସହ କେହି ମଧ୍ୟ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More