ରାଜଧାନୀରେ ମତିଲେ ଲୁଟେରା : ଗ୍ରୀଲ୍ ତାଡ଼ି ଲୁଟିନେଲେ ମୋଟର ସାଇକେଲ

10

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ନିମନ୍ତେ ସରକାର ଜାରି କରିଛନ୍ତି ରାତି କର୍ଫ୍ୟୁ । ରାତି ୭ରୁ ସକାଳ ୭ ଯାଏ ଘରୁ ବାହାରିବା ମନା । ହେଲେ ଚୋରଙ୍କ ପାଇଁ ଏହି କର୍ଫ୍ୟୁ ବରଦାନ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପାଚେରୀ ଡ଼େଇଁ ଗ୍ରୀଲ୍ ଭାଙ୍ଗି ଲୁଟି ନେଇଛନ୍ତି ମୋଟର ସାଇକେଲ । ସିସିଟିଭି କ୍ୟାମେରା ଫୁଟେଜ୍ ଆଧାର କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ମାତ୍ର ଚୋରଙ୍କ ପତ୍ତା ମିଳିନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More