ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଯୁବକଙ୍କୁ ମହଙ୍ଗା ପଡିଲା,ଅପହର୍ତ୍ତାକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକ

10

Get real time updates directly on you device, subscribe now.

ଢ଼େଙ୍କାନାଳ ( ସଂଘର୍ଷ ମିଡିଆ ) : ଜଣେ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଜନୈକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଅପହରଣ କରିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ନିସ୍ତୁକ ପିଟିବା ଯୋଗୁଁ ଯୁବକର ଜୀବନ ଯାଇଛି । ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲାର ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ । ଯୁବକର ନାମ ମାନସ ସାମଲ ଓ ତାର ଘର ଗଁଦିଆ ଥାନା ଅନ୍ତର୍ଗତ ଦଣ୍ଡେଇବରେଣି ଗ୍ରାମରେ ବୋଲି ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More