ମୁଣ୍ଡ ଓ ଗଣ୍ଡି ଅଲଗା ଥିବା ଶିଶୁର ଶବ ଉଦ୍ଧାର, ହତ୍ୟା ସନ୍ଦେହ

9

Get real time updates directly on you device, subscribe now.

ନୂଆପଡ଼ା ( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୁଢାପଡାଗାଁ ମୁଣ୍ଡରେ ମୁଣ୍ଡ ଓ ଗଣ୍ଡି ଅଲଗା ଥିବା ଶିଶୁର ଶବ ଉଦ୍ଧାର । ମୃତ ନବଜାତ ଶିଶୁର ପରିଚୟ ଜଣାପଡି ନାହିଁ । ବୋଡ଼େନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ନୂଆପଡାରୁ ହେରାମ୍ବ ବାଗ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More