ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗ

18

Get real time updates directly on you device, subscribe now.

କଳାହାଣ୍ଡି (ସଘଂର୍ଷ ମିଡିଆ): ମାଓବାଦୀଙ୍କ ଉଦ୍ୟମ ଏମ୍ ରାମପୁର ଥାନା ଅଧିନରେ ଥିବା ଏକ JE ଠାରୁ ଟଙ୍କା ଲୁଟିବାର ବିଭଲ ହୋଇଥିଲେ । ବିନା ଦଳିଲରେ ମୋବାଈଲ ଦୋକାନ ଦୁଆରା ପ୍ରଦାନ କରାଯାଇଥିବା । ସିମ୍ କାଡ ବ୍ୟବହାର କରୁଥିଲେ 3 ଟି ସିମ୍ କାଡ ଡିଲରଙ୍କୁ ବି ମଧ୍ୟ ଜାଲିଆତି କାରବାର ପାଇଁ ଗିରଫ ବା ଅଟକ ରକ୍ଷା ଯାଇଛି । ମାଓବାଦୀଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କରାଯାଇଛି 3 ଜଣଙ୍କୁ ଟୋଟାଳ ମ ରାମପୁର ଥାନାରେ 6 ଜଣଙ୍କୁ ଅଟକ ରଖାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ .. ସିଂହପୁର ଗାଁର ଜୟ ପ୍ରକାଶ ପ୍ରଧାନ ଓ ଚଂଦ୍ରକାନ୍ତ ତାଣ୍ଡି. ଏବଂ ପିପଳପଡା ର ଭୁବନ ନାଏକ ଓ ଏମ୍ ରାମପୁର ବସ୍ ଷ୍ଟାଣ୍ଡା ରେ ଥିବା ବିନାୟକ ମୋବାଈଲ ଦୋକାନ ର ବଳରାମ ସାହୁ । ଲକ୍ଷ୍ମୀ ମୋବାଈଲ ଦୋକାନ ର ମାଲିକ ମଙ୍ଗଳ ନାଏକ ଓ ଭାଟେଲ ଗାଁର ଶ୍ରୀକାନ୍ତ ନାଏକ । ଏମ୍ ରାମପୁର ଥାନା ରେ ଅଟକ ରକ୍ଷା ଯାଇଛି ଦୁବୁତ୍ ମାନଙ୍କୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More