ମହାମାରୀ କରୋନାରୁ ଆରୋଗ୍ୟ ଲାଭ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

24

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରୁ ମୁକ୍ତ ହୋଇଛନ୍ତି। ନିଜେ ମନ୍ତ୍ରୀ ଶ୍ରୀସିଂହ ଏ ସଂପର୍କରେ  ସୂଚନା ଦେଇଛନ୍ତି। ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଯୋଗୁଁ ସେ ଆରୋଗ୍ୟ ଲାଭ କରିଥିବା ଟ୍ବିଟ କରି ଜଣାଇଛନ୍ତି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More