ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯାତ୍ରୀମାନେ ଆହତ

16

Get real time updates directly on you device, subscribe now.

କେଦୁଝର ( ସଂଘର୍ଷ ମିଡିଆ ) : କେଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ନିକଟରେ OD-BL-1157ମାରୁତି କାରଟି ଭାରଶ୍ୟାମ ହରାଇ ଓଲଟି ପଡ଼ିଲା। କାରରେ ବସି ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି । ସେଇ ବାଟ ଦେଇ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ 108ଫୋନ କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେଦ୍ରରେ ଭର୍ତି କରଯାଇଥିଲା । ସୂଚନାନୁଯାୟୀ ଆହତମାନେ ଏବେ ସୁସ୍ଥ ଅଛନ୍ତି । ହରିଚନ୍ଦନପୁର ମନୋଜ କୁମାର ମହାନ୍ତଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More