ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଗୁରୁତର

15

Get real time updates directly on you device, subscribe now.

ବିରିଡି ( ସଂଘର୍ଷ ମିଡିଆ ) -ବିରିଡି ଥାନ ଅନ୍ତର୍ଗତ ୨୨ମୌଜା ଅଲିପଡା ସେତୁ ନିକଟରେ ଆଜି ସନ୍ଧ୍ୟା ୭ଘଟିକା ସମୟରେ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ହେଇଥିବା ଶୁକନା ମିଳିଛି , ସୂଚନାନାନୁଯାୟୀ ବାସନ୍ଦରା ପାଞ୍ଚାୟତ ରେ ରାଜା ମଲ୍ଲିକ୍ (୨୧) ନିଜେ ବାଇକ୍ ରେ ଅଲିପଡାରୁ ଝାରପଡା ଯାଉଥିବା ସମୟରେ ଝାରପଡା ଅଞ୍ଚଳରୁ ଆସୁଥିବା ପୁରାଣ ପାଞ୍ଚାୟତ ଚାଷୀଖଣ୍ଡ ଗ୍ରାମର ବାଘା ଭୋଇ (୩୨) ନିଜ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅଲିପଡା ସେତୁ ନିକଟରେ ମୁହାଁମୁହିଁ ଧକ୍କା ହୋବାଫଳରେ ଉଭୟ ଝିଟିକି ତଳେ ପଡିଯାଇଥିଲେ। ଦୁଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲଙ୍କୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି। ଖବର ପାଇଁ ବିରିଡ଼ି ପୋଲିସ ଦୁଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More