ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଆହତ

17

Get real time updates directly on you device, subscribe now.

ଭଞ୍ଜନଗର ( ସଂଘର୍ଷ ମିଡିଆ ) : ଆଜି ଗଞ୍ଜାମ- ଭଞ୍ଜନଗର ଭେଜିପୁଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୬ ଆହତ ହୋଇଛନ୍ତି । ସୂଚନାନୁଯାୟୀ ଏକ ସୁଇଫ୍ଟ କାର ସହିତ ଏକ ଟାଟା ମ୍ୟାଜିକ ଗାଡି ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଆହତ ମାନକଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More