ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ୍ୟୁ

36

Get real time updates directly on you device, subscribe now.

ଉତ୍ତରପ୍ରଦେଶ ( ଏଜେନ୍ସି ) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାକୋରୀ ଥାନା ଅନ୍ତର୍ଗତ ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଘଟିଥିବା ଆଜି ଜଣାପଡ଼ିଛି। ୨ଟି ବସ ପରସ୍ପର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚାଳକ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ୨ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆହତ ହୋଇଥିବା ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More