କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜୟପୁର ରାସ୍ତା ୨୬ ନମ୍ବର ଜାତୀୟ ରାଜପଥ ସିଂଝରଣ ପାଖରେ ଓଡି ୦୮ କେ ୦୦୧୪ ନମ୍ବର ଏକ ମାରୁତି ସୁଜୁକି କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିବା ଫଳରେ ଗାଡି ଚାଲକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇଜଣ ମହିଳା ଓ ଜଣେ ଶିଶୁ ଗୁରତର ଆହତ ହୋଇଥିବା ଜଣାପଡିଛି । ଭବାନୀପାଟଣାରୁ ସଞ୍ଜିବ ରଥଙ୍କ ସହ ନାରାୟଣ ନାୟକଙ୍କ ରିପୋଟ ସଂଘର୍ଷ ମିଡିଆ ।