ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

10

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : ସାଲେପୁର ନିକଟସ୍ଥ କୁଳିଆ ରାସ୍ତାରେ ଆଜି ଦିନ ଏଗାରଟା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମୃତ ବାଇକ୍ ଆରୋହୀଙ୍କ ମଧ୍ୟରେ ଜଣେ ନିଶ୍ଚିତ କୋଇଲି ବ୍ଲକ ଅଞ୍ଚଳର ବିନୟ କୁମାର ରାଉତ ଓ ଆଉ ଜଣେ ସେକର ହେମନ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More