ଭୂ-କମ୍ପରେ ଥରିଲା ଗଞ୍ଜାମ-ଗଜପତି

9

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ଆଜି ସକାଳେ ଗଞ୍ଜାମ-ଗଜପତିରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ,ଦିଗପହଣ୍ଡି ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ ଜିଲାରେ ମୃଦୁ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ଏହାସହ ଗଜପତିର ମୋହନା, ଅଡ଼ବା, ଆର.ଉଦୟଗିରିରେ ମଧ୍ୟ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ସକାଳ ୭ଟା୧୦ରେ ଏହି ଭୂ-କମ୍ପ ହୋଇଥିବା ନେଇ ସୂଚନା ମିଳିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More