ବୃତ୍ତି ମୋ ପୋଷେ କୁଟୁମ୍ବ

15

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ମହାମାରୀ କରୋନା ଛଡେଇ ନେଇଛି ଜୀବନ ଜୀବିକା । ପ୍ରତିଦିନ ଲୋକେ ଦିଗହରା ହୋଇ ବଞ୍ଚିବା ପାଇଁ କରୁଛନ୍ତି ବିକଳ୍ପ ଉପାୟ । ଲୋକପ୍ରିୟ କେନ୍ଦେରାଗୀତ ଆଜି ପ୍ରାୟ ବିଲୁପ୍ତ । ମନେପଡେ ଟୀକା ଗୋବିନ୍ଦ ଚନ୍ଦ୍ରର ସେ ଲୋକପ୍ରିୟ ଗୀତ ” କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର , ମୁହି ମାତା ତୋର ନିରନ୍ତେ କନଦିବି ମାରିବାର ଯୁଗାନ୍ତର । ଟୀକା ଗୋବିନ୍ଦ ଚନ୍ଦ୍ର ପୁସ୍ତକର ପ୍ରତେକ ପୃଷ୍ଠାର ତାଳେ ତାଳେ ଏହି ନିରୀହ ବ୍ୟକ୍ତିଟି ଗାଈ ଚାଲିଛି ନିରନ୍ତର ଗୀତ । ତା ବଦଳରେ ପାଉଛି ମୁଠାଏ ଚାଉଳ । ଚାଉଳ ନେଲେ ତା ପରିବାର ପ୍ରତିପୋଷଣ ହେବ । ସରକାର କଳାକାର ଭତା ପ୍ରଦାନ କରୁଥିବାବେଳେ ଏ ନିରୀହ ଲୋକଟି ସବୁଥିରୁ ବଞ୍ଚିତ । ପେଟର ଜ୍ଵାଳା ଥାଇ ମଧ୍ୟ ତଥାପି କାଳର ଆଦର ତା ପାଇଁ ବଡ । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More