ବିଶ୍ଵର ସବୁଠୁ ଧନୀ ସେଲିବ୍ରିଟି ତାଲିକାରେ ସାମିଲ ହେଲେ ବଲିଉଡ଼୍ ତାରକା ଅକ୍ଷୟ କୁମାର

25

Get real time updates directly on you device, subscribe now.

ମୁମ୍ବାଇ ( ଏଜେନ୍ସି ) : ବିଶ୍ବର ସବୁଠୁ ଧନୀ ସେଲିବ୍ରିଟି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ଼୍ ତାରକା ତଥା ସୁପରଷ୍ଟାର ଅକ୍ଷୟ କୁମାର ।ସେ ବାର୍ଷିକ ୩.୬୬ ବିଲିୟନ୍ ରୋଜଗାର କରୁଛନ୍ତି। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ହେଉଛି ୩୬୬.୯୧ କୋଟି ଟଙ୍କା । ଫୋବର୍ସର ଏହି ରିପୋର୍ଟ ପୁଣିଥରେ ଅକ୍ଷୟ କୁମାରଙ୍କୁ ଚର୍ଚିତ କରିଛି । ନିକଟରେ ସେ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ପିଏମ୍ କେୟାର୍ସକୁ ୨୫ କୋଟି ଟଙ୍କା ସହାୟତା ଦେଇ ଦେଶବ୍ୟାପୀ ଚର୍ଚାରେ ରହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More