ବାହାଘରର ୬ ଦିନ ପରେ ବାରର ଆତ୍ମହତ୍ୟା।, କାରଣ ଅସ୍ପଷ୍ଟ

19

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଫାଣ୍ଡି ଅଧୀନ ସାହାଡା ରାଉତ ସାହି ଗ୍ରାମରେ । ବାହା ଘରର ୬ ଦିନ ପରେ ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଏହା କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଏବେ ଜଣାପଡି ନାହିଁ। ତେବେ ଘଟଣା ସ୍ଥଳରେ ସାବରଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରକୁ ଶବ ବେବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More