ବାଇକ ଓ ପିକପଭ୍ୟାନ ମୁହାଁମୁହିଁ ଧକ୍କା

10

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନାରଦିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।: ଦୁର୍ଘଟଣାରେ ଦୁଇ ବାଇକ ଆରୋହିଙ୍କ ଜୀବନ ଚାଲିଗଲା। ବାଲିକୁଦା ବୋରିକିନା ରାସ୍ତାର ନାରଡ଼ିଆ ଛକ ନିକଟରେ ପିକଅପଭ୍ୟାନ ସହିତ ବାଇକ ମୁହାଁ ମୁହିଁ ଧକା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ବାଇକ ଆରୋହି ଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ ମୃତ ଦୁଇଜଣ ଏରସମା ବ୍ଲକ ସହଦାବେଦୀ ଗ୍ରାମର ନକୁଳ କାଣ୍ଡି ଓ ପୁଷ୍ପକ କାଣ୍ଡି ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଦୁର୍ଘଟଣା ଘଟିଥିବା ପିକଅପଭ୍ୟାନ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More