ବାଃ ବାଃ ରେ ଓଡ଼ିଶା ସରକାରଙ୍କ ଆଇନ୍ ବ୍ୟବସ୍ଥା

31

Get real time updates directly on you device, subscribe now.

ତିର୍ତୋଲ ( ସଂଘର୍ଷ ମିଡିଆ ) : ବାଃ ବାଃ ରେ ଓଡ଼ିଶା ସରକାରଙ୍କ ଆଇନ୍ ବ୍ୟବସ୍ଥାକୁ ମାନିବାକୁ ପଡିବ। କରୋନା ଭଳି ମହାମାରୀ ରୋକିବା ପାଇଁ ଭାରତ ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପଯ୍ୟନ୍ତ କେତେ ଗୁଡିଏ ଆଇନ୍ କାନୁନ୍ ବ୍ୟବସ୍ଥା କରାଯାଇଛି।ସେହି ଆଇନ୍ ବ୍ୟବସ୍ଥା କୋହଳ କରାଯାଇଥିବାବେଳେ ଏବର୍ଷ ମାଆଙ୍କ ଦୁର୍ଗା ପୂଜା ଉପରେ ବହୁତ କଟକଣା କରାଯାଇଛି। କିନ୍ତୁ ବାଲେଶ୍ଵର ଓ ତିର୍ତୋଲ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଉଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଦୁର୍ଗାମାଆଙ୍କ ପିଠରେ ଛଅ ଜଣରୁ ଅଧିକ ଲୋକ ସମାବେଶକୁ କଟକଣା ଥିବାବେଳେ। ବାଲେଶ୍ବର ଓ ତ୍ରିତୋଲ ନିର୍ବାଚନ ପ୍ରଚାର ପାଇଁ ହଜାର ହଜାର ଲୋକମାନଙ୍କ ଠାରୁ ନେତା ମାନଙ୍କ ସମାବେଶ ଦେଖିବାକୁ ମିଳିଛି। ପଟାମୁଣ୍ଡାଇ ରାଜନଗର ଆଳି ଅଞ୍ଚଳର ପ୍ରାୟ ମାଦୁର୍ଗା ମୃତି ୪ ଫୁଟ୍ ହୋଇଥିବା ବେଳେ ବିନା ଭକ୍ତରେ ଡ଼ାକବାଜି ଯନ୍ତ୍ର ନବଜାଇ ମାଆଙ୍କ ସମସ୍ତ ପୁଜା ପରଦା ପଛରେ କରାଯାଉଥିବା ବେଳେ ରାଜନିତି କ୍ଷେତ୍ରରେ ଓ ନାତା ମାନଙ୍କ ପାଇଁ କୈାଣସି କରୋନା କଟକଣା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଆଇନ୍ କେବଳ ଭକ୍ତମାନଙ୍କ ପାଇଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More