ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ରେଖାଙ୍କ ସିକ୍ୟୁରିଟି ଗାର୍ଡ଼ କରୋନା ସଂକ୍ରମିତ

11

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ରେଖାଙ୍କର ଜଣେ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ବିଏମସି ରେଖାଙ୍କ ବଙ୍ଗଳାକୁ ସିଲ୍ କରିଛି। ଏହା ବ୍ୟତୀତ ଅଭିନେତ୍ରୀଙ୍କ ଘର ବାହାରେ ନୋଟିସ ମଧ୍ୟ ଲଗାଯାଇଛି । ତେବେ ଏନେଇ ରେଖାଙ୍କର କୌଣସି ପ୍ରତିକ୍ରିୟା ଏଯାବତ୍‍ ମିଳିପାରି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More