ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ପାଇଥିବା ସମସ୍ତ ୬୫୫ଜଣ ଷ୍ଟାଫ ଭଡାଟିଆ

101

Get real time updates directly on you device, subscribe now.

ଭୁବନଶ୍ଵର (ସଂଘର୍ଷ ମିଡିଆ) : – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଵ୍ୟାପକ ପ୍ରଚାର ପଛରେ ଲୁଚି ରହିଛି ଭୟଙ୍କର ଓ ବିପର୍ଯ୍ୟୟ ସରକାରୀ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଣ ଶିକ୍ଷକ ବା Non -teaching staff ରେ ସମସ୍ତ ପଦବୀ outsourcingରେ ଚାଲିଛି । ଅର୍ଥାତ୍ ମେଡିକାଲ୍ କଲେଜରେ ନିଯୁକ୍ତି ପାଇଥିବା ସମସ୍ତ 655 ଜଣ ଷ୍ଟାଫ ଭଡାଟିଆ । ଗୋଟିଏ ବି ରେଗୁଲାର ଷ୍ଟାଫ ନାହାନ୍ତି । ସେହିପରି କର୍ତ୍ତୃପକ୍ଷ ପ୍ରଫେସର , ଆସିଷ୍ଟାଣ୍ଟ ପ୍ରଫେସର , ସିନିୟର୍ ରେସିଡେଣ୍ଟ ଇତ୍ୟାଦି ପଦବୀରେ ଥିବା vacancy ସଂପର୍କରେ କୌଣସି ତଥ୍ୟ ଦେଇ ନାହାନ୍ତି । ପୁରା କଲେଜଟି ଭଡାଟିଆ ଷ୍ଟାଫଙ୍କ ଦ୍ଵାରା ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More