ବଜାର ପ୍ରବେଶ କଲା ମୋଟରୋଲାର ଟେକ୍- ୩

9

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋଟରୋଲାର ଟ୍ରୁ ଓୟାରଲେସ ଇୟରବଡ ଭାରତୀୟ ବଜାରରେ ବଜାରରେ ପର୍ବେଶ କରିଛି। ମୋଟରୋଲାର ଟେକ୍ ୩ ଟ୍ରାଇକ୍ସ ଇୟରବଡ୍(Tech3 TriX) ଗୋଟିଏରେ ତିନୋଟିର ଫିଚର ପାଇପାରିବେ। ଏହାକୁ ଆମେ ଥ୍ରୀ ଇନ ଓ୍ବାନ ମଧ୍ୟ କହି ପାରିବା । ଅର୍ଥାତ୍ ଆପଣ ଏହାକୁ ତିନୋଟି ଉପାୟରେ ତାର, ବିନାତାର ଏବଂ ଇୟରବଡ ରୁପେ ବ୍ୟବହାର କରିପାରିବେ। ଫ୍ଲିପକାର୍ଟରେଟେକ୍ ୩ ଟ୍ରାଇକ୍ସ ବିକ୍ରି ଆରମ୍ଭ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More