ପୁରୀର ଏକ ଘରୋଇ ହୋଟେଲରେ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରଲ ଘଟଣାରେ ୨ଗିରଫ

17

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀର ଏକ ଘରୋଇ ହୋଟେଲରେ ମହିଳା ଓ ଯୁବତୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରଲ ଘଟଣା | ଏନେଇ ବଳିଆପଣ୍ଡା ଥାନାରେ ମାମଲା | ଭିଡିଓଟିରେ ଯାଜପୁର ଅଞ୍ଚଳର ଜଣେ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଚିନ୍ମୟ ସ୍ଵରୁପ ପଣ୍ଡା ଏବଂ ତାଙ୍କ ସାଥି ଚିନ୍ମୟ ରଞ୍ଜନ ରାଉତ ଗିରଫ | ଇମୋରାଲ ଟ୍ରଫିକିଙ୍ଗ ପ୍ରିଭେନ୍ସନ ଆକ୍ଟର ୩, ୫, ୬, ଓ ୭ରେ ଗିରଫ ହୋଇଛନ୍ତି | ତେବେ ଯୁବକ ଦୁହିଁଙ୍କୁ ବ୍ଲାକ ମେଲ କରିଥିବା କାରଣରୁ ଅନ୍ୟ ଜଣେ ମଧ୍ୟ ଅନ୍ୟ ଏକ ମାମଲାରେ ଗିରଫ ହୋଇଥିବା ବେଳେ ଜଣେ ଫେରାର ଅଛିନ୍ତି | ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା କହିଛନ୍ତି ପୁରୀ ଏସିପି | ଅଭିଯୁକ୍ତଙ୍କ ପାଖରୁ ଏକ ସ୍କର୍ପିଓ ଗାଡି, ସେକ୍ସ ଟାବଲେଟ, କଣ୍ଡମ, ୪୨୦୦ ଟଙ୍କା ଜବତ ହୋଇଛି | ବଳିଆପଣ୍ଡା ଅଞ୍ଚଳର କ୍ରୀଷ୍ଣା ସି ସାଇଟ ଆପାର୍ଟମେଣ୍ଟର ରୁମ ନମ୍ବର ୧୦୩ର ଏହି ଘଟଣା ଘଟିଥିଲା | ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More