ପାରିବାରିକ ବିବାଦର ଦୁଖଦ ପରିଣତି : ପୁତୁରାକୁ ଗୁଳିକରି ହତ୍ୟାକଲା ଦାଦା

19

Get real time updates directly on you device, subscribe now.

ଭବାନୀପାଟଣା ( ସଂଘର୍ଷ ମିଡିଆ ) : ପାରିବାରିକ ବିବାଦକୁ କେନ୍ଦ୍ର କରି ପୁତୁରାକୁ ଗୁଳିକରି ହତ୍ୟା କରିଛି ଦାଦା । ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁର ଶତ୍ରୁଘନ ମାଝୀ(୫୪)ନାମକ ଜଣେ ବ୍ୟକ୍ତି ନିଜ ପୁତୁରା ରାଜୋ ମାଝୀ (୧୮)କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More