ପରକୀୟା ପ୍ରୀତିର କରୁଣ ପରିଣତି , ଚାଲିଗଲା ଯୁବକଙ୍କ ଜୀବନ

10

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ ) : ପରକୀୟା ପ୍ରୀତିରେ ଚାଲିଗଲା ଯୁବକଙ୍କ ଜୀବନ I ରାସ୍ତା କଡରେ ହାଣି ଫୋପାଡି ଦେଲା ଓ ଅମାନୁଷିକ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜୀବନ ନେଲା ସମ୍ପର୍କୀୟ ଭାଇ l ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମଝିପଡା ପଞ୍ଚାୟତର ବନମାଳୀପୁର ହତ୍ୟା ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ମାରଣାସ୍ତ୍ର ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଘର ସେହି ଗ୍ରାମର ପ୍ରଶାନ୍ତ କୁମାର ସେଠୀ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ଚିନ୍ମୟ ନାୟକଙ୍କ କହିଛନ୍ତି। ପୋଲିସ ଅନ୍ୟ ଅଭିଯୁକ୍ତକୁ ଧରିବା ନେଇ ଅଧିକରୁ ଅଧିକ ତଦନ୍ତ ଜାରୀରଖିଛନ୍ତି ବୋଲି ଚିନ୍ମୟ ନାୟକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More