କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମର ରାଣୀ ବଜାରରେ ଉଦଘାଟନ ହେଲା ଗ୍ରାହକ ସେବା କେନ୍ଦ୍ର | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମର ରାଣୀ ବଜାରରେ କାନାରା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରର ଆଜି ଉଦଘାଟନି ଉତ୍ସବ ପାଳନ କରାଯାଇଛି | ଏହି ଉତ୍ସବରେ ସମସ୍ତ କୋଭିଡ ନିୟମକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓସ୍ତପୁର କାନାରା ବ୍ୟାଙ୍କର ମ୍ୟାନେଜର ବିମଳ କୁମାର ନାୟକ ଯୋଗଦାନ କରି ଏହି ଉଦଘାଟନି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ |
Get real time updates directly on you device, subscribe now.