କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ଦେମାଳ ମା ନାରାୟଣୀ ମନ୍ଦିର ପରିସରରେ ଏକ ଭକ୍ତି ପୁତ ହୋମଯଜ୍ଞ ଆୟୋଜନ କରାଯାଇ ଥିଲା।ହାରାମଣି ମେମୋରିଆଲ ଟ୍ରଷ୍ଟର ଚେୟାର ମ୍ୟାନ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତି ଭାଗ୍ୟବତୀ ପଣ୍ଡା ନିଷ୍ଠା ଓ ଜଥାବିଧି ସହିତ ପଣ୍ଡିତଙ୍କ ମନ୍ତ୍ର ଧୋନି ସହ ହୁଳହୁଳୀରେ ମା ନାରାୟଣୀ ମନ୍ଦିର ପରିସର ପ୍ରକୋମ୍ପିତ ହେଇ ଉଠିଥିଲା। ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହା ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦେଶ୍ୟ ରେ ଦିର୍ଘ ତାରି ଘଣ୍ଟା ଧରି ହୋମଯଜ୍ଞ ଚାଲିଥିଲା। ଏହି ହୋମଯଜ୍ଞରେ ଅଳ୍ପ କିଛି ବ୍ୟକ୍ତି ଙ୍କୁ ଦେଖୀବାକୁ ମିଳିଥିଲା ବେଳେ ପରେ ସମସ୍ତେ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଆରୋଗ୍ୟ କାମନା କରି ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦେଶ୍ୟ ରେ କିଛି ମନ୍ତ୍ରପାଠ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ କୃଷ୍ଣ ନନା ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ତ କେତେବେଳେ ଭିନ୍ନକ୍ଷମ ପିଲାମାନଙ୍କର ସେବା କରି କେନ୍ଦ୍ରବିନ୍ଦୁ ପାଲଟିଥିବା ବୋଳେ ଆଜି ୭.୮.୨୦୨୦ ରିଖ ଶୁକ୍ରବାର ଦିନ ଗୃହ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ଆରୋଗ୍ୟ କାମନା କରିବା ସହ ଦେଶରୁ କରୋନା ବିରୋଧରେ ହୋମଯଜ୍ଞ କରିବାର କାରଣ କିଛି ବୁଝା ପଡୁନି। (ଆଳି ରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.