ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

10

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) :ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଦଳେଈଘାଈ ନିକଟରେ ଏକ ଦୁଇ ଜଣ ଦୁବୃତ କଳା ପଲସରରେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବାଲିଆ ଗୋପୀନାଥ ପୁର ଯୁବ ଆଳୁ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଉକ୍ତ ରାସ୍ତାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ଓଡିଶା ଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକ ବାବା ଦିବାକର ଦାସ ପ୍ରଥମେ ସମାଜ ସେବି ରଂଜିତ ଦାସ ,ପ୍ରଦୀପ୍ତ ତରାଇଙ୍କ ସହଯୋଗର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ସୁଦର୍ଶନ ସାହୁଙ୍କୁ ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ପହଂଚାଇବା ସହ ଥାନାକୁ ଫୋନ କରି ଜଣାଇ ଥିଲେ । ଏବେ ବିରିଡି ଥାନା ରେ ନୂଆ ଆଇଆଇସି ଦିଲ୍ଲୀପ ସାହୁ ଯୋଗ ଦେଇଥିବାରୁ । ନୂଆ ଆଇଆଇସିଙ୍କ ପାଇଁ ଦୁବୃତଙ୍କ ଖୋଲା ଚାଲେଞ୍ଚ ବୋଲି ସାଧାରଣରେ ଆଲୋଚନା ହେଉଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More