ଚୋରାମଦ ସହ ଆସାମି ଗିରଫ , ଗାଡି ଜବତ

33

Get real time updates directly on you device, subscribe now.

ତିର୍ତୋଲ( ସଂଘର୍ଷ ମିଡିଆ ) : ତିର୍ତୋଲ ଵିଧାନସଭା ଉପନିର୍ବାଚନର ପାଖେଇଅସୁଛି। ହେଲେ ବିରିଡ଼ି ଥାନ ଅଞ୍ଚଳରେ ଚୋରାମଦ କାରବାର ଆରମ୍ଭ ହୋଇଛି। ଏହାକୁ ରଖିବା ପାଇଁ ଜଗତସିଂହପୁର ଏସ୍ ପି ପ୍ରକାଶ ଆଉ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଯାଗା ଚଢ଼ାଉ କରିଛନ୍ତି । ବାଲିଆ ଗୋପିନାଥପୁର ଗ୍ରାମର ଦିଗାମ୍ବର ସାହୁ (ଜଟିଆ) ନାମକ ଜଣେ ଚୋରାମଦ ବେବସାହି ବସନ୍ତ ପୁର ଜୟଶୋଳ ମଦବାରରୁ ଏକ ପେଟି ବିଦେଶୀ ମଦନେଇ ଆସୁଥିବା ବେଳେ ବସନ୍ତପୁର ରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତରେ ଧରାପିଡ଼ିଛି। ସ୍କ୍ୱାର୍ଡ ଟିମି ସାହୁଙ୍କ ସହ ମାଦପେଟି ଓ ମଦବୋହିବାରେ ବ୍ୟବହୁତ ହୋଇଥିଲା , OD-21-A- 1845, ସ୍କୁଟିକୁ ଜବତ କରି ବିରିଡି ପୋଲିସ ଜିମା ଦେଇଛନ୍ତି। ପୋଲିସ ଏ ସମ୍ବନ୍ଧରେ କେସ୍ ନଂ ୧୭୩/୨୦ରେ ମକଦମା କରି ମଦ ସଂଗୁକ୍ତ ଗାଡିକୁ ସିଜ୍ ଜରିଛନ୍ତି। ଆସମିକୁ ପୋଲିସ ଅଣ୍ଡିର ଟେକି ରେ ଛାଡିଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More