ଗୋରୁ ଗାଡ଼ି ଧରି ଥାନାରେ ଦେଲେ ବଜରଙ୍ଗ ଦଳ

10

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ବିରିଡି ଥାନା ଅନ୍ତଗତ ଜଗତସିଂହପୁର ଓ କଟକ ଜିଲ୍ଲାର ବଜାରଙ୍ଗ ଦକର କାର୍ଯ୍ୟ କର୍ତ୍ତା ମାନେ ସନ୍ଧ୍ୟା ୭ଟା ସମୟରେ ଓ ଆର ବିଏନ – ୧୯୦୮ ଏକ ଗାଡିକୁ ଅଲାଣ୍ଡ ହାଟ ସମୁଖରେ ଅଟକାଇ ରଖିଥିଲେ । ଏହି ସମୟରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବାରୁ ପ୍ରଶାସନ ଅଧିକାରୀ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥାନାକୁ ଆଣିବା ସମୟରେ ଉକ୍ତ ଗାଡ଼ିରେଥିବା ୩ଜଣ ରୁ ୨ଜଣ ଫେରାର ହୋଇଗଲେ । ଉକ୍ତ ଗାଡ଼ି କୁ ନେଇ ବିରିଡ଼ି ଥାନାରେ ଅଭିଯୋଗ କରିଥିଲେ। ଜଗତସିଂହପୁର ଓ କଟକ ବଜାରଙ୍ଗ ଦଳ ସଜୋଜକ ବିନୋଦ ବେହୁରା, ସହ ଅନ୍ୟ କାର୍ଯ୍ୟ କର୍ତ୍ତା ମନେ ଉପସ୍ଥିତ ଥିଲେ। ଅଗାମୀ ଦିନରେ ବେଆଇନ ଗୋରୁ ଚାଲଣ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More