ଗାୟତ୍ରୀ ବେହେରାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

15

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦସିପୁର ପଞ୍ଚାୟତ ବାଘଡିଆ ଗ୍ରାମର ମାନସ ରଞ୍ଜନ ବେହେରା ଙ୍କ ଛୋଟ ଝିଅ ର ଗୋଡ଼ ର ଅସତ୍ର ପଚାର ଲାଗି ଅର୍ଥ ସାଜିଛି ବାଧକ । ଗାୟତ୍ରୀ ବେହେରା ଙ୍କ ବାପା-ମାନ ରଞ୍ଜନ ବେହେରା ଓ ତାଙ୍କ ସ୍ତ୍ରୀ ଚିନୁଲତା ବେହେରାଙ୍କ କହିବା ଅନୁଯାୟୀ ଗାୟତ୍ରୀ ବେହେରା ଜନ୍ମ ହେଲାବେଳେ ସେ ପାଦ ଦେଇ ଜନ୍ମ ନେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲର ଡାକ୍ତର ଗୋଡ ଦୁଇଟିକୁ ଧରି ଟାଣି ପିଲାଟିକୁ ଜନ୍ମ କରାଇଥିଲେ ହେଲେ ଝିଅର ଗୋଡ଼ ହାଡ଼ ଛାଡ଼ି ଜାଇଛି ଜାଣିହୋଇନଥିଲା ଗାୟତ୍ରୀ ବେହେରା ଯେତେବେଳେ ୬ମାସ ହହୋଲା ତାଙ୍କ ର ଗୋଡ଼ ଫକ୍ସନ କରି ନଥିଲା ଗାୟତ୍ରୀ ର ବାପା ଓ ମା ବେସ୍ତ ହୋଇ ପଡ଼ିଥିଲେ ଗାୟତ୍ରୀ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଥିଲେ ଡାକ୍ତର ଙ୍କ ପରାମସ କ୍ରମେ ଏକ୍ସରେ କରାଇଥିଲେ ଏକ୍ସରେ ରୁ ଜଣାପଡିଥିଲା ଯେ ଗାୟତ୍ରୀଙ୍କ ଦୁଇ ଜଙ୍ଘର ହାଡ଼ ଜୟଟ ପାଖରୁ ଛାଡ଼ି ଜାଇଛି। ଡାକ୍ତର ଜଣାଇଲେ ଯେ ଝିଅ ର ଗୋଡ଼ ଅପେରେସନ କରାଇଲେ ଝିଅ ର ଗୋଡ଼ ଠିକ୍ ହେଇଯିବ ୨ରୁ୩ଲକ୍ଷଟଙ୍କା ଖଚ ହେବ ମାନସ ରଞ୍ଜନ ସେତ ଜଣେ ଦିନ ମଜୁରୀଆ ମଜୁରି ଲାଗିଲେ ଚୁଲି ଜଳେ ନହେଲେ ଉପାସ ରହିବାକୁ ପଡ଼େ ସେବା କେଉଁଠୁ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ମାନସ ରଞ୍ଜନ ସରକାରୀ ସହାୟତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପାଖରେ ଗୁହାରି ଜଣାଇ ନଥିଲେ ହେଲେ କ’ଣ ହେବ ଦୁଇ ମାସ ହେବ ଦର ଖାସ୍ତ ଦେଲେଣି ହେଲେ କୋୖଣସି ଫଳ ମିଳିଲା ନାହିଁ ମନସ ରଞ୍ଜନ ନିରାସ ହୋଇ ଅନେଇ ବସିଛନ୍ତି କେବେ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ସରକାରୀ ସହାୟତା ପାଇଁ ଲେ ସେ ତାଙ୍କ ଝିଅ ର ଗୋଡ଼ ଅପେରେସନ କରାଇବେ।ମାନସ ରଞ୍ଜନ ବେହେରା ଙ୍କ ର ବି ଆଉ ଗୋଟେ ଦୁଃଖର କଥା ସେ ରାସନ୍ କାର୍ଡ ରୁ ବଂଚିତ କରାଯାଇଅଛି ମାନସ ରଞ୍ଜନ ସେ ତାଙ୍କ ସରପଞ୍ଚ ଙ୍କୁ ଅନୁରୋଧ କରିଥିଲେ ମୋର ରାସନ୍ କାର୍ଡ ରୁ ବଂଚିତ ଅଛି ସରପଞ୍ଚ ତାଙ୍କର କ ଉଣସି କଥାକୁ ସୁଣି ନଥିଲେ।ମାନସ ରଞ୍ଜନ ସେ ଯାଇ ଜିଲ୍ଲା ପାଳ ଙ୍କ ପାଖରେ ଦରଖାସ୍ତ ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଳ ଦରଖାସ୍ତ ଉପରେ ଲେଖି ମାର୍ଶାଘାଇ ବିଡ଼ିଓଙ୍କ ପାଖକୁ ପଠାଇଥିଲେ ହେଲେ କଣହେବ ମାର୍ଶାଘାଇ ବିଡ଼ିଓ ଦରଖାସ୍ତ କୁ ଗ୍ରହଣ କରିଥିଲେ ହେଲେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କ’ଣ ମାର୍ଶାଘାଇ ବିଡ଼ିଓ ଜିଲ୍ଲା ପାଳ ଙ୍କ ଠାରୁ ଏତେ ପାଉଆରଫୁଲ ଜିଲ୍ଲାପାଳଙ୍କ ଲେଖାକୁ ଫାଇଲ୍ ରେ ରଖି ବସିଛନ୍ତି।ମାନସ ରଞ୍ଜନ ବେହେରା କେବେ ସରକାରୀ ସହାୟତା ପାଇଁ ବେ ତାଙ୍କ ଦୁଃଖ ଦୂର ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More