ଗଛରେ ପିଟିହୋଲା ବାଇକ୍, ଚାଳକ ଗୁରୁତର

15

Get real time updates directly on you device, subscribe now.

ବିରିଡ଼ି ( ସଂଘର୍ଷ ମିଡିଆ ) : ଆଜି ଅପରାହ୍ନରେ ବିରିଡ଼ି ବ୍ଲକ ତଳପାଟକ ଗ୍ରାମର ମୁତିକ୍ ଅଲୀ (୩୪) କଟକ ନୂଆଗାଁ ଜାତୀୟ ରାଜପଥ ୫୫ ରେ ଜଗତସିଂହପୁର ଅଭିମୁଖେ ନିଜେ ବାଇକିରେ ଯାଉଥିବା ସମୟରେ ଦଳେଇଘାଇ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ତଳେ ପଡିଯାଇଥିଲେ। ଖବରପାଇଁ ଘଟଣା ସ୍ଥଳରେ ବିରିଡି ଥାନ ଏସ୍ ଆଇ ଜୀବନ ଲାକ୍ରା ସେଠାରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ କଟକ ଏସ୍ ସିବି ବଡ ମେଡିକାଲ ପଠାଇ Hero glamour ବାଇକ୍ ନଂ ଓଡ଼ ୨୧ ଜ -୩୧୪୧ କୁ ଜବତ କରିଥିବା ଥାନାରୁ ସୂଚନା ମିଳିଛି । ବିରିଡିରୁ ରାଖକ ମଲ୍ଲିକଙ୍କ ରିପୋର୍ଟ ସଙ୍ଗର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More