କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ସଂକ୍ରମିତ

9

Get real time updates directly on you device, subscribe now.

ବାଂଲାଦେଶ ( ଏଜେନ୍ସି ) : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି ମୋର୍ତାଜାଙ୍କଠାରେ କରେନା ଲକ୍ଷଣ ଦେଖାଯାଇଥିଲେ। ପରେ ପରୀକ୍ଷଣ ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More