କଟକ(ସଂଘର୍ଷ ନୀଉଜ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ | କେନାଲରେ ବୁଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ଏଠାରେ ସୂଚନା ଯୋଗ୍ୟ ଯେ ଆଜି ମଧ୍ୟାହ୍ନ ସମୟରେ ସ୍ଵର୍ଗତ ବିଜୟ କୁମାର ନାୟକଙ୍କ ଏକ ମାତ୍ର କନ୍ୟା (ବୟସ ୧୧) ସାଇକେଲ ସାହାଯ୍ୟରେ ଚୁଟି କାଟିବାକୁ ଯାଇ ଫେରିନଥିଲେ ଅପରପକ୍ଷ ପରିବାର ଲୋକ ଡେରି ହେବାରୁ ବର୍ଷାଙ୍କୁ ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ କେଉଁଠି ପାଇନଥିଲେ କିଛି ସମୟ ପରେ ଗାଁ ଲୋକେ ନାଳରେ ଏକ ଶବ ଭାସୁଥିବାର ଦେଖି ବର୍ଷାଙ୍କ ସବକୁ ଉଦ୍ଧାର କରିଥିଲେ ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ପୋଷ୍ଟମଟମ କରିବା ନିମନ୍ତେ ନେଇଯାଇଥିଲେ |