କିଡିନାପ ଜୁବକଙ୍କୁ ଉଧାର କଲେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ

21

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରେ ଏକ ଚାରିଚକିଆ ଯାନରେ ୪ ଜଣ ଯୁବକ ଶାଙ୍ଗ ହୋଇ ଏକ ଜୁବକଙ୍କୁ ଅପହରଣ କରି ଗୋଡହାତ ବାନ୍ଧି କାର ଡିକି ଭିତରେ ନେଇଥିବା ସମୟରେ ପଟ୍ଟାମୁଣ୍ଡାଇ ବଜାର ମଧ୍ୟ ଭାଗରେ ରାସ୍ତା ଜାମ୍ ହୋଇଥିବା ବେଳେ ଏକ ଅଟୋ ସେହି କାର ପଛ ପଟୁ ସାମାନ୍ୟ ଧକ୍କା ଦେଇଥିଲା । ଯାହାଫଳରେ କାର ପଛଡିକି ଖୋଲିଯିବା ସମୟରେ ଅପହୃତ ହାତ ଗୋଡ ବନ୍ଧା ଜୁବକଜଣଙ୍କ ରାସ୍ତାରେ ପଡି ଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସେହି ସମୟରେ ପଟାମୁଣ୍ଡାଇ ଆଇଆଇସି ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଜର ଜଲବା ଦେଖାଇ ୨ଘଣ୍ଟା ମଧ୍ୟରେ ୪ ଜଣ ଅପହୃତାଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଅପହୃତଙ୍କୁ ପଚରା ଉଚୁରା ଜାରି ରଖିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More