କାରୋନା ଆତଙ୍କ : ମା’ ବିରଜାଙ୍କ ମନ୍ଦିର ହେବ ନାହିଁ ବିବାହ ଓ ବ୍ରତ

46

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ ) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସକ ତଥା ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭକ୍ତ ମାନଙ୍କ ଠାରୁ ସେବାୟତମାନେ ଦୂରତା ରକ୍ଷା କରିବେ। ସେବା କରିବା ସମୟରେ ମନ୍ଦିର ପରିସରରେ ସେବାୟତମାନେ ମାସ୍କ ପିନ୍ଧିବେ। ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବେ। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More