ଚାଲିଛି ବେଧଡକ ଅନଲାଇନ କାରବାର : ହୋମ୍ ଡ଼େଲିଭରୀ ବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

42

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଜିକାଲି ଚାଲିଛି ଅନଲାଇନ କାରବାର । ଲୁଗାପଟାଠାରୁ ଆରମ୍ଭ କରି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ, ଏପରିକି ଏବେ ମଦ ବି ହୋମ୍ ଡ଼େଲିଭରୀ ହେଲାଣି । ତେଣୁ ଚୋରା ନିଶାବେପାରୀମାନେ ବ୍ରାଉନସୁଗାର ହୋମ୍ ଡ଼େଲିଭରି କରିବା ଆରମ୍ଭ କରିଛନ୍ତି । ମାତ୍ର ବ୍ରାଉନସୁଗାର ହୋମ୍ ଡ଼େଲିଭରି କରିବାକୁ ଆସି ପୁଲିସ ଫାଶରେ ପଡ଼ିଛି ଜଣେ ଅପରାଧୀ ।  ପୁଲିସ ପ୍ରାୟ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଏକ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More