ରୟାଲ ଚାଲେଞ୍ଜ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

15

Get real time updates directly on you device, subscribe now.

ବନ୍ଧମୁଣ୍ଡା (ସଂଘର୍ଷ ମିଡିଆ) : – ଆଜି ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି-୧୦ପଡିଆରେ ରୟାଲ ଚାଲେଞ୍ଜ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି।ଏହି ଟୁର୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଧୀରେନ ଶତପଥୀ ମୁଖ୍ୟ ଅତିଥି , ଆଇ ରାଜା ଓ ଯୁବନେତା ରଞ୍ଜନ ନାୟକ ଓ ନାଗେଶ୍ଵର ଜଗଦଲା ଅତିଥି ଭାବେ ଯୋଗଦେଇ ଥିଲେ।କ୍ଲବ ତରଫରୁ ଶ୍ରୀ କ୍ରିଷ୍ଣା ପ୍ରସାଦ ରେଡ୍ଡୀ ଓ ସମସ୍ତ ସଦସ୍ୟ ଟୁର୍ଣାମେଣ୍ଟକୁ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି । ଏହା 27 ତାରିଖ ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବନ୍ଧମୁଣ୍ଡା ତଥା ଆଖପାଖ ଅଂଚଳରୁ ଶତାଧିକ ଲୋକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More