ମା ଠାକୁରାଣୀ, ବାଣୁଆଡ଼ୁମା ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ

48

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ): -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଈଲାରୀ ପଞ୍ଚାୟତ ଅଧିନସ୍ଥ ସରାଗୁଡା ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପିତ ଘଟିଛି |ଏହି ଶେଷ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଏମ ବୁଲୁ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ଧନସିଂ ଭତରା, କୋଈଲାରୀ ସରପଞ୍ଚ ଚନ୍ଦ୍ରିକା ଭତରା, ସମିତି ସଭ୍ୟା ସନମତି ଭତରା,ସାତ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଶୁକଦେବ ଭତରା,ଆଠ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଲଳିତା ପନକାଙ୍କ ସମେତ ଗ୍ରାମର ପୂଜାରୀ ଓ ଭଦ୍ରବ୍ୟକ୍ତିମାନେ ମଞ୍ଚାସିନ ଥିଲେ |ଉକ୍ତ ଟୁର୍ନାମେଣ୍ଟରେ ସଭାପତି ପଦମସାୟ ଭତରା, ଉପସଭାପତି ଶୁକଦେବ ମାଝୀ, କୋଷାଧକ୍ଷ କୈଳାଶ ମାଝୀ, ପ୍ରମୁଖ ଗ୍ରାମବାସୀ ବୃନ୍ଦ କରିଛନ୍ତି।ଜିଲ୍ଲାର ବିଭିନ୍ନ ଅଂଚଳରୁ ୩୨ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଶେଷ ଦିବସରେ ଡାବୁଗାଁ ସହିତ ପୂଜାରୀଗୁଡା ଏବଂ ଗୋରାମା ସହିତ ଚିକିଲି ଦଳ ର ଖେଳ ଖେଳାଯାଇଥିଲା | ବିଧାୟକ ପ୍ରତନିଧି ଏମ ବୁଲୁ ରାଓ ଟ୍ରଫି ସହ ୯୦୦୦ଟଙ୍କା ଜାମଗୁଡା ର ଭୀମ tata kys ଡାବୁଗାଁ ଟିମ କୁ ପ୍ରଦାନ କରିଥିଲେ ୧ନଂ ଜୋନର ଜିଲ୍ଲା ପରିଷଦ ଧନସିଂ ଭତରା ଟ୍ରଫି ସହ ୭୦୦୦ଟଙ୍କା ପୁଜାରୀଗୁଡା ଟିମ କୁ ପ୍ରଦାନ କରିଥିଲେ ସରପଞ୍ଚ ଚନ୍ଦ୍ରିକା ଭତରା ଟ୍ରଫି ସହ ୫୦୦ ଟଙ୍କା ଗୋରମା ଟିମ କୁ ପ୍ରଦାନ କରିଥିଲେ lସମିତି ସଭ୍ୟା ଓ ୱାର୍ଡ ମେମ୍ବର ମିଶି ଟ୍ରଫି ସହ ୩୫୦୦ଟଙ୍କା ଚିକଲି ଟିମ କୁ ପ୍ରଦାନ କରିଥିଲେ ପ୍ରଜେଟ କରିଥିଲେ ରିପେରି ବହୁତ ସୁନ୍ଦର ଭାବରେ ଖେଳାଇ ଥିଲେ ଚଇନୁ ପୁଜାରୀ, ରଘୁନାଥ କଲାର, ମାନସିଂ ଭତରା, ଚାମ୍ପୁ ପୁଜାରୀ ରେଫରି ନିଷ୍ପତ୍ତି ହିଁ ନିଷ୍ପତ୍ତି l ଖେଳ କରୁଥିଲେ ଟୁର୍ଣାମେଣ୍ଟ କମିଟି ବାସୁ ମାଝୀ, ଦେବଦାଶ ଭତରା, ସିନ୍ଧୁ ପାନକା, ଲାଇବାନ ଭତରା, ମତିରାମ ଭତରା ପ୍ରମୂଖ ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More