ମା ଖଜୁର ଗଛେନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

53

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) :  ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ ଵର୍ତନସିଲରେ ଶିବଶକ୍ତି କ୍ଲବ ଦ୍ୱାରା ଆୟୋଜିତ ମାଁ ଖଜୁର ଗଛେନ କ୍ରିକେଟ ତୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଉକ୍ତ ଫାଇନଲ ମ୍ୟାଚରେ ଵର୍ତନସିଲ ଓ ଚଚରାଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଵର୍ତନସିଲ ଦଳ ପ୍ରଥମେ ବ୍ୟାଟିଂ କରି 15 ଓଭରେ 87 ରନ କରିଥିଲେ ଜବାବରେ ଚଚରାଭଟା ଦଳ 14 ଓଭରେ ବିନିମୟରେ ମ୍ୟାଚକୁ ଅକ୍ତିଆର କରିଥିଲେ l ଏହି ମ୍ୟାଚରେ ବୋଡେ଼ନ ବ୍ଲକ ଯୁବ ବିଜୁଜନତା ଦଳ ସଭାପତି ଶ୍ରୀ ଦିଗପାଳ ନାଗଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୋଡେ଼ନ ବ୍ଲକର କ୍ରୀଡ଼ାପ୍ରତି କିପରି ବିକାଶ କରାଯିବ ଓ ଆଗାମୀ ଦିନରେ ଆମ ଅଂଚଳର ଯୁବଖେଳାଳୀ ପ୍ରତିଭା ମାନଙ୍କୁ ଜିଲ୍ଲା କ୍ରୀଡା କ୍ଲବରେ ସାମିଲ କରାଯିବ ସେସବୁ ଉପରେ ନିଜର ବକ୍ତବ୍ୟ ରଖିଥିଲେ l  ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ ସଂଘର୍ଷ ମିଡିଆ  l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More