ସାଲେପୁର ( ସଂଘର୍ଷ ମିଡିଆ ) : ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ ର ନବୀକରଣ ଓ ଅଡ଼ିଟୋରିୟମ ର ଶୁଭ ଉଦଘାଟନ ଉତ୍ସବରେ ରେ ଉଦଘାଟକ ଭାବେ ମନ୍ତ୍ରୀ ପ୍ରତାପ ଜେନା,ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏହି ଉତ୍ସବ ରେ ଯୋଗଦାନ।ସେପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ର ସୈକ୍ଷିକ ଭବନ,ଛାତ୍ରାବାସ ଶ୍ରେଣୀ ପ୍ରକୋଷ୍ଠ ର ସମ୍ପ୍ରସାରଣ ଓ ନବୀକରଣ ର ଶୁଭ ଶିଳାନ୍ୟାଶ ଉତ୍ସବ ରେ ମନ୍ତ୍ରୀ ପ୍ରତାପ ଜେନା,ମନ୍ତ୍ରୀ ଅରୁଣ ସାହୁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେବା ସାଧାରଣ ରେ ଚର୍ଚ୍ଚା ଜୋରଧରିଛି।କୋଭିଡ଼ ସମୟ ରେ ଏହି ଦୁଇଟି ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେ କିପରି ଯୋଗଦେଲେ ଦୁଇଟି ମନ୍ତ୍ରୀ ଓ ବିଧାୟକ ।କୋରନା ର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଥିଲା ବେଳେ ନେତାମାନଙ୍କ ର ସଭାସମିତି ରୁ ମୋହଛାଡୁ ନଥିବା ଦେଖିବାକୁ ମିଳିଛି।ଏଠାରେ ଉଲେଖନିୟ ଯେ ସହ ସଂଖ୍ୟା ରେ ଛାତ୍ର ଛାତ୍ରୀ ଙ୍କୁ ଏକାଠି କରି ସଭାକରିବାକୁ ଅନୁମତି କିଏ ଦେଲେ ଅଞ୍ଚଳ ରେ ଚର୍ଚ୍ଚା ହେଉଥିବା ବେଳେ ଆଜି ସାଲେପୁର ବିଜେପି ପକ୍ଷରୁ ସାଲେପୁର ଥାନା ଏତଲା ଦିଆଯାଇଥିବା ଦେଖିବାକୁ ମିଳିଛି।ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କୋଭିଡ ନିୟମ କିପରି ୨ଜଣମନ୍ତ୍ରୀ,ବିଧାୟକ ଉଲଘଂନ କଲେ ତାହା ବିଜେପି ପକ୍ଷରୁ ଦର୍ଶାଇଛି।