ସମ୍ବଲପୁର ଲୋକସଭା ନିର୍ବାଚନ: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର

83

Get real time updates directly on you device, subscribe now.

ସମ୍ବଲପୁର(ସଂଘର୍ଷ ମିଡିଆ) : ଲୋକସଭା ନିର୍ବାଚନରେ ଏଥର ସମ୍ବଲପୁର ଆସନରେ ବଡ ଲଢେଇ ହେବ । ଏଠାରେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇବେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ନେତା ଗତ କିଛି ମାସ ହେବ ସମ୍ବଲପୁର ଅଂଚଳରେ ବେଶ ଦବଦବା ଜାହିର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More