ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢିବେ ଭାସ୍କର ଚନ୍ଦ୍ର ସାହୁ

58

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲା କଣାସ ଅଞ୍ଚଳର ଯୁବକ ଭାସ୍କର ଚନ୍ଦ୍ର ସାହୁ ୨୦୨୪ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବେ । ଏଥି ପାଇଁ ଆସନ୍ତା ତା-୦୬-୦୫-୨୦୨୪ ରିଖ ସୋମବାର ସକାଳ ୭:୩୦ ମିନିଟ୍ ସମୟରେ ନାମାଙ୍କନ ଦାଖଲ ପାଇଁ ଶୋଭାଯାତ୍ରା ତାଙ୍କ ଗ୍ରାମ ହରିପୁର ଗ୍ରାମଦେବତୀ ମା’ ବାଲିହରଚଣ୍ଡିଙ୍କ ଠାରୁ ବାହାରି କଣାସର ଆରାଧ୍ୟା କୁଞ୍ଜେଶ୍ଵରୀ ଠାକୁରାଣୀଙ୍କ ପୀଠ ଓ ସାକ୍ଷୀଗୋପାଳର ଆରାଧ୍ୟ ସାକ୍ଷୀଗୋପୀନାଥଙ୍କୁ ଆରାଧନା ସାରି ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରାଯିବ। ବହୁଳ ସଂଖ୍ୟାରେ ଯୋଗଦାନ ପାଇଁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More